ଜିଜ୍ଞାସା:  ବିଚିତ୍ର ବର୍ଷାବନ (ଭାଗ-1)
ଦିନବେଳେ ପ୍ରଚଣ୍ଡ ଗରମ ଓ ଉପରଓଳି ପ୍ରବଳ ବର୍ଷା I ଚାରିଆଡେ ଓଦା ସନ୍ତସନ୍ତିଆ ମାଟି  ଓ ଉଚ୍ଚ ଉଚ୍ଚା ଗଛ I କ୍ରାନ୍ତିମଣ୍ଡଳୀୟ ଚିରହରିତ୍ ବର୍ଷାବନର ଏଭଳି ବିଚିତ୍ର ବାତାବରଣ ସହିତ ବେଶ୍ ଖାପଖୁଆଇ ସାରା ପୄଥିବୀର ଅର୍ଦ୍ଧାଧିକ ପ୍ରାଣୀ ଓ ଉଦ୍ଭିଦ ପ୍ରଜାତି ବାସ କରନ୍ତି ଏଠାରେ I ବର୍ଷାବନର ଏଭଳି  କେତେକ  ବିଚିତ୍ର ଜୀବଙ୍କ ଉପରେ ଏଥର ଉପସ୍ଥାପନା I

   ' ବିଚିତ୍ର ବର୍ଷାବନ'  ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍କୁ କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email (ନିଜର ଇ-ମେଲ୍ ସଠିକ ରୂପେ ଲେଖନ୍ତୁ)
 Name
School with Address (if Student)
Class (if Student)
Address (if not Student)
ସବୁ ବର୍ଷାବନରେ ଗଛମାନେ ଅତି ଡେଙ୍ଗା ଡେଙ୍ଗା ବଢିଥା'ନ୍ତି କାହିଁକି ?
1 point
Captionless Image
Clear selection
ଆମାଜନ୍ ବର୍ଷାବନରେ ଏକ ସ୍ତନ୍ୟପାୟୀ ପ୍ରାଣୀ ବାସ କରେ ଯାହା ଗତିରେ ସବୁଠାରୁ ଧୀରଗାମୀ :
1 point
Captionless Image
Clear selection
ଆମାଜନ୍ ବର୍ଷାବନରେ ଅତି ଉଚ୍ଚ ସ୍ୱରରେ ରଡି କରୁଥିବା  ଏକ  ମର୍କଟ ବାସ କରେ  ଯାହାର ଶବ୍ଦ ପ୍ରାୟ 5 କି.ମି. ଦୂରକୁ ମଧ୍ୟ ଶୁଣାଯାଏ:
1 point
Captionless Image
Clear selection
ଦକ୍ଷିଣ ଆମେରିକା  ବର୍ଷାବନର ନଦୀମାନଙ୍କରେ ଏକ ଲମ୍ବା  ସାପ ବାସ କରେ ଯାହା ସବୁଠାରୁ ଓଜନକାୟ :
1 point
Captionless Image
Clear selection
ଦକ୍ଷିଣ ଆମେରିକାର ଆମାଜନ୍  ବର୍ଷାବନରେ  ବାସ କରୁଥିବା ଘୁଷୁରି ଭଳି ଦେଖାଯାଉଥିବ୍ବା ଏହି ଜୀବର ନାମ ଟେପିର (Tapir) I ଏହି ଜୀବକୁ 'ବର୍ଷାବନର ମାଳୀ' ବୋଲି କୁହାଯାଏ I ଏହି ଜୀବ ବିଲୁପ୍ତିପ୍ରାୟ ବର୍ଷାବନକୁ ପୁଣି ସବୁଜିମାମୟ  କରିବ ବୋଲି ବିଶ୍ୱାସ କରାଯାଏ I ତେବେ ଏହା ବିଲୁପ୍ତିପ୍ରାୟ ବର୍ଷାବନକୁ ପୁଣି ସବୁଜିମାମୟ  କରିବ କିପରି?
1 point
Captionless Image
Clear selection
 ଆଫ୍ରିକା ମହାଦେଶର କଙ୍ଗୋ ବର୍ଷାବନରେ ବାସ କରୁଥିବା ଏହା ଏକ ବିଚିତ୍ର ଜୀବ I ଏହାର ଜିରାଫ୍ ସଦୄଶ ଲମ୍ବା ବେକ ଥିଲାବେଳେ ଗୋଡରେ  ଜେବ୍ରା ଭଳି  ପଟ୍ଟା ପଟ୍ଟା ଗାରମାନ ଥାଏ I ଏହାର ଜିଭ ଏତେ ଲମ୍ବା ଯେ, ଏହା ତା’ର ଆଖି ଓ କାନ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଶରୀରକୁ ଚାଟିପାରେ I ଏହି ଜୀବଟିକୁ ଚିହ୍ନ:
1 point
Captionless Image
Clear selection
ଦକ୍ଷିଣ ଆମେରିକାର ବର୍ଷାବନରେ ଉଜ୍ଜ୍ୱଳ ଶରୀର ରଙ୍ଗ ବିଶିଷ୍ଟ ଏକ  ବିଷାକ୍ତ ବେଙ୍ଗ ( Golden Arrow Frog) ବାସ କରେ I ତେବେ ଏହାର ଉଜ୍ଜ୍ୱଳ ଶରୀର ରଙ୍ଗ ଏହାକୁ ବଞ୍ଚିବାରେ ସାହାଯ୍ୟ କରେ କିପରି ?
1 point
Captionless Image
Clear selection
ଦକ୍ଷିଣ ଆମେରିକା ଓ ଆଫ୍ରିକାର  ବର୍ଷାବନରେ ବାସ କରୁଥିବା ଏହି ଜୀବର ଏକ ଲମ୍ବା ଲାଳୁଆ ଜିଭ ( ପ୍ରାୟ 2 ଫୁଟ ଲମ୍ବା ଜିଭ )  ଥାଏ ଯାହା ସାହାଯ୍ୟରେ ଏହା ହୁଙ୍କାରୁ ଊଇ ଓ ପିମ୍ପୁଡି ଅତି ସହଜରେ  ଧରି ଖାଏ I ଏହି ଜୀବଟିକୁ ଚିହ୍ନ:
1 point
Captionless Image
Clear selection
ଦକ୍ଷିଣ ଆମେରିକା ଓ ଆଫ୍ରିକାର  ବର୍ଷାବନରେ ବାସ କରୁଥିବା ଏହା ଏକମାତ୍ର ସ୍ତନ୍ୟପୟୀ ଜୀବ ଯାହାର ଶରୀର ଢାଲ ସଦୄଶ  ଟାଣ କାତିରେ ଢଙ୍କା ଥାଏ ଯାହାକୁ କୌଣସି ମାଂସାଶୀ  ପ୍ରାଣୀ କାମୁଡି ଖାଇ ପାରନ୍ତି ନାହିଁ I  କେତେକ ପ୍ରଜାତି ମଧ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା  ପାଇବା ପାଇଁ ନିଜ ଶରୀରକୁ ଗୁଡେଇ ଏକ ପିଂଡୁଳାକୄତି କରି ଦିଅନ୍ତି I ଏହି ଜୀବଟିକୁ ଚିହ୍ନ:
1 point
Captionless Image
Clear selection
ଦକ୍ଷିଣ ଆମେରିକାର ମେକ୍ସିକୋ ବର୍ଷାବନରେ ବାସ କରୁଥିବା ଏକ ବିଚିତ୍ର ପକ୍ଷୀ ହେଲା ଟୁକାନ୍ ( Toucan) I ଏହାର ଏକ ଅତିଶୟ ଲମ୍ବା ରଙ୍ଗୀନ ଥଣ୍ଟ ଥାଏ I ଏହା ଥଣ୍ଟର ଲମ୍ବ ନିଜ ଶରୀର ଲମ୍ବର ଅର୍ଦ୍ଧେକରୁ ବେଶୀ ଯାହା ନିଜ ଓଜନ ତୁଳନାରେ ସମଗ୍ର ପକ୍ଷୀଜଗତରେ ସର୍ବାଧିକ I ତେବେ ଏହାର ଲମ୍ବା ଥଣ୍ଟ ଏହାକୁ ବଞ୍ଚିବାରେ ସାହାଯ୍ୟ କରେ କିପରି ?
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. - Terms of Service - Privacy Policy

Does this form look suspicious? Report