ଜିଜ୍ଞାସା:  ଓଜୋନ୍ ସୁରକ୍ଷା କୁଇଜ୍ (ଭାଗ-1)
'ଓଜୋନ୍ ସୁରକ୍ଷା'  ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit'  ବଟନ୍ କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍ କୁ କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email
Name
School with Address (if Student)
Class (if Student)
Address (if not Student)
ଆମ ବାୟୁମଣ୍ଡଳର  କେଉଁ ଭାଗରେ ଓଜୋନ୍ ସ୍ତର ଅବସ୍ଥିତ ?
1 point
Captionless Image
Clear selection
ଆମ ବାୟୁମଣ୍ଡଳରେ ଥିବା ଓଜୋନ୍ ମଣ୍ଡଳକୁ ଏକ ଛତା ସଦୄଶ ସୁରକ୍ଷା ବଳୟ ସହିତ ତୁଳନା କରାଯାଏ I ତେବେ ଏହା ଆମ ପୄଥିବୀପୄଷ୍ଠରେ ଜୀବଜଗତକୁ ରକ୍ଷା କରେ କିପରି ?
1 point
Captionless Image
Clear selection
ଓଜୋନ୍ ସ୍ତର କିଏ ଆବିଷ୍କାର କରିଥିଲେ?
1 point
Captionless Image
Clear selection
ଓଜୋନ୍ ଗ୍ୟାସ୍ ସମ୍ପର୍କରେ ନିମ୍ନୋକ୍ତ କେଉଁ ଉକ୍ତିଟି ସତ୍ୟ?
1 point
Captionless Image
Clear selection
କୌଣସି ଓଜୋନ୍ ର ଅଣୁ ଏକ ଅମ୍ଳଜାନର ଅଣୁ ତୁଳନାରେ କେତେ ଗୁଣ ଭାରୀ?
1 point
Captionless Image
Clear selection
ଓଜୋନ୍ ସ୍ତରରେ ଗର୍ତ୍ତ ପ୍ରଥମେ କେଉଁଠି , କେତେ ମସିହାରେ ଏବଂ କେଉଁ ଉପଗ୍ରହ ଜରିଆରେ ଲକ୍ଷ୍ୟ କରାଯାଇଥିଲା ?
1 point
Captionless Image
Clear selection
ଫ୍ରିଜ୍ ଏବଂ ଏୟାରକଣ୍ଡିସନର୍ ଉପକରଣରେ ଶୀତଳକ (Coolant) ରୂପେ ବ୍ୟବହୄତ ହେଉଥିବା ଏକ ପଦାର୍ଥ ଓଜୋନ୍ ସ୍ତରରେ ପହଞ୍ଚି ଓଜୋନ୍ ନଷ୍ଟ କରେ ବୋଲି ବିଶ୍ୱାସ କରାଯାଏ I ଏହି ପଦାର୍ଥର ନାମ କ’ଣ?
1 point
Captionless Image
Clear selection
ବାୟୁମଣ୍ଡଳରେ ଓଜୋନ୍ ସ୍ତରର ମାତ୍ରା ସାଧାରଣତଃ କେଉଁ ଏକକରେ ମପାଯାଏ ?
1 point
Captionless Image
Clear selection
କେଉଁ ଆନ୍ତର୍ଜାତୀୟ ରାଜିନାମା ସର୍ବପ୍ରଥମେ ଓଜୋନ୍ ସ୍ତରର ସୁରକ୍ଷା ନିମନ୍ତେ ଉଦବେଗ ପ୍ରକାଶ କରି ଓଜୋନ୍ ବିନଷ୍ଟକାରୀ ପଦାର୍ଥର ଉତ୍ପାଦନ ଓ ବ୍ୟବହାର ଉପରେ  ନିଷିଦ୍ଧାଦେଶ  ଜାରି କରିଥିଲା ?
1 point
Captionless Image
Clear selection
ଓଜୋନ୍ ସ୍ତରରେ ଗର୍ତ୍ତ ସୄଷ୍ଟି ହେଲେ ସୂର୍ଯ୍ୟ ତଥା ଅନ୍ତରୀକ୍ଷରୁ ଅସୁଥିବା ମାରାତ୍ମକ  ଅତିବାଇଗଣି (Ultraviolet)  ରଶ୍ମି ଆମ ଜୀବମଣ୍ଡଳରେ ପ୍ରବେଶ କରେ  I  ତେବେ ଆମ ଜୀବମଣ୍ଡଳରେ ଏହି ଅତିବାଇଗଣି ରଶ୍ମିର  କ୍ଷତିକାରକ ପ୍ରଭାବ କ’ଣ?
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy