ଜିଜ୍ଞାସା:  ଭାରତୀୟ ବନ୍ୟଜୀବ  କୁଇଜ୍ (ଭାଗ-1)
ଭାରତୀୟ ବନ୍ୟଜୀବ  ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍କୁ କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email
Name
School with Address (if Student)
Class (if Student)
Address (if not Student)
ଜଙ୍ଗଲର କେଉଁ ଜୀବ ସାଧାରଣତଃ ଦଳ ନବାନ୍ଧି  ଏକୁଟିଆ ଜୀବନ ଯାପନ କରିଥାଏ?
1 point
Captionless Image
Clear selection
 ଓଡିଶାର ରାଜ୍ୟ ପଶୁର ନାମ କ’ଣ?
1 point
Captionless Image
Clear selection
ଆମ ଜଙ୍ଗଲର କେଉଁ ଜୀବ ଦଳରେ ଏକ ମାଈ ପ୍ରାଣୀ ସାଧାରଣତଃ ଦଳର ମୂଖ୍ୟ?
1 point
Captionless Image
Clear selection
ହାତୀମାନଙ୍କୁ ସାଧରଣତଃ କେତେ ଭାଗରେ ବିଭକ୍ତ କରାଯାଏ ଓ କ’ଣ କ’ଣ?
1 point
Captionless Image
Clear selection
ଜଙ୍ଗଲର କେଉଁ ଜୀବର ପାଦଚିହ୍ନ ପ୍ରାୟ ମନୁଷ୍ୟ ଭଳି?
1 point
Captionless Image
Clear selection
କେଉଁ ସାପ ତାହାର ଶିକାରକୁ କେବଳ ଚାପି ଶ୍ବାସରୁଦ୍ଧ କରି ମାରେ?
1 point
Captionless Image
Clear selection
କେଉଁ ଜୀବ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ  ନିଜ ଶରୀରକୁ ଗୁଡେଇ ବଲ୍ ପରି ଏକ ଶକ୍ତ ପିଂଡୁଳା କରିଦିଏ?
1 point
Captionless Image
Clear selection
କେଉଁ ଭାରତୀୟ ଜୀବ ନିଜର କେବଳ ଗୋଟିଏ ମାତ୍ର ଶିଙ୍ଗ ପାଇଁ ପୄଥିବୀ ବିଖ୍ୟାତ?
1 point
Captionless Image
Clear selection
କେଉଁ ଜୀବକୁ ସାଧାରଣତଃ କୁକୁରମାନଙ୍କର ପୁର୍ବଜ ବୋଲି ବିଶ୍ବାସ କରାଯାଏ?
1 point
Captionless Image
Clear selection
ଅନେକ ଶାଖାପ୍ରଶାଖା ଯୁକ୍ତ ଶିଙ୍ଗ ଥିବା ଏହି ଜୀବ ସାଧାରଣତଃ ଓଦା ସନ୍ତସନ୍ତିଆ ତୄଣଭୂମି ଅଞ୍ଚଳରେ ବାସ କରିଥାଏ I ଏହି ଜୀବର ନାମ କ’ଣ?
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy