ଜିଜ୍ଞାସା: ବିଚିତ୍ର ସମୁଦ୍ର ଜୀବନ (ଭାଗ-1)
'ବିଚିତ୍ର ସମୁଦ୍ର ଜୀବନ'  ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍କୁ କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email (ନିଜର ଇ-ମେଲ୍ ସଠିକ ରୂପେ ଲେଖନ୍ତୁ)
 Name
School with Address (if Student)
Class (if Student)
Address (if not Student)
ଏକ ତାରକା ମାଛର ସମୁଦାୟ କେତୋଟି ତାରା ଭଳି ମୁନିଆ ଅଙ୍ଗ ଥାଏ?
1 point
Captionless Image
Clear selection
ପ୍ରକୄତିର ବୄହତ୍ତମ ଜୀବ ତିମି ପ୍ରକୄତରେ ଏକ :
1 point
Captionless Image
Clear selection
ଏକ ସାମୁଦ୍ରିକ  ଜୀବର ଶରୀରରେ ପ୍ରଚଣ୍ଡ ବିଦ୍ୟୁତ୍ ବିଭବ ସୃଷ୍ଟି ହୁଏ ଏବଂ ଏହା ଏହାର ଶିକାରକୁ କେବଳ ବିଦ୍ୟୁତ୍ ଆଘାତ ଦେଇ ମାରେ I ଏହି ଜୀବର ନାମ କ’ଣ?
1 point
Captionless Image
Clear selection
ସମୁଦ୍ରର ସବୁଠାରୁ ବଡ ମାଛର ନାମ କ’ଣ?
1 point
Captionless Image
Clear selection
କେଉଁ ଜୀବ ଏକ ସୁନ୍ଦର ଫୁଲ ଭଳି ଦେଖାଯାଏ?
1 point
Captionless Image
Clear selection
ଏକ ଅକ୍ଟୋପସ୍ ସାଧାରଣତଃ ନିଜର କେଉଁ ଅଙ୍ଗ ସାହାଯ୍ୟରେ ଶିକାରକୁ କବଳିତ କରିଥାଏ?
1 point
Captionless Image
Clear selection
ସମୁଦ୍ରର କେଉଁ ଜୀବ  ଶତ୍ରୁ କବଳରୁ ରକ୍ଷା ପାଇବା ନିମନ୍ତେ ପାଣିକୁ ପଛକୁ ପିଚକାରୀ ଭଳି ଛାଡି ଜେଟ୍‍ ବିମାନ ସଦୄଶ ଆଗକୁ ଦ୍ରୁତ ଗତି କରିପାରେ?
1 point
Captionless Image
Clear selection
ଏହି ବିଚିତ୍ର ଜୀବ  ନିଜର ମଳଦ୍ୱାର ଜରିଆରେ ଶ୍ୱାସକ୍ରିୟା ସମ୍ପାଦନ କରିଥାଏ I ଏହା ଶତୄ ଆକ୍ରମଣରୁ ରକ୍ଷା ପାଇବା ନିମନ୍ତେ ନିଜ ଶରୀର ମଧ୍ୟର ଅଙ୍ଗସବୁକୁ କାଢି ପଦାକୁ ନିକ୍ଷେପ କରେ I ଏହି ଜୀବଟିକୁ ଚିହ୍ନ:
1 point
Captionless Image
Clear selection
ଶରୀରରେ  ଅନେକ ଛିଦ୍ରରେ ଭରା ଏହି ଜୀବର ଗତି କରିବାର ସାମର୍ଥ୍ୟ ନଥାଏ I ଏହି ଜୀବଟିକୁ ଚିହ୍ନ:
1 point
Captionless Image
Clear selection
ଛତା ଭଳି ଦେଖାଯାଉଥିବା ଏହି ଜୀବର ମସ୍ତିଷ୍କ, ହୄତପିଣ୍ଡ, ଅସ୍ଥି କିମ୍ବା ଆଖି ନଥାଏ I ଏହା ପ୍ରକୄତିରେ ଉଦ୍ଭବ ହୋଇଥିବା  ପ୍ରାଚୀନତମ ଜୀବଙ୍କ ମଧ୍ୟରୁ ଅନ୍ୟତମ I  କେତେକ ପ୍ରଜାତି ଜୀବର ଦଂଶନ ଅତି ବିଷାକ୍ତ ଯାହା ଦ୍ୱାରା ମଣିଷ ମାତ୍ର ଦୁଇ ତିନି ମିନିଟ ସମୟ ମଧ୍ୟରେ ମୄତ୍ୟୁମୁଖରେ ପଡିପାରେ I ଏହି ଜୀବଟିକୁ ଚିହ୍ନ:  
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy