ଜିଜ୍ଞାସା: ବିଚିତ୍ର ମେରୁ ରାଇଜ (ଭାଗ-1)
 ଚାରିଆଡେ ଖାଲି ବରଫ ଓ ବରଫ I ତାପମାତ୍ରା 0 ଡିଗ୍ରୀରୁ ବହୁତ ତଳେ I ଛଅ ମାସ ଦିନ ଓ ଛଅ ମାସ ରାତି ଏଠାରେ I ମେରୁ ରାଇଜର ଏ ବିଚିତ୍ର ପ୍ରତିକୂଳ ବାତାବରଣ ମଧ୍ୟରେ ଏଠାରେ ମୁଣ୍ଡ ଗୁଞ୍ଜିଛନ୍ତି କିଛି ଜୀବଜନ୍ତୁ I ଖାଦ୍ୟ ନିମନ୍ତେ ପ୍ରତିଯୋଗିତାରେ ବିଜୟୀ ତଥା ଶରୀରକୁ ଉଷୁମ ରଖିବାର ଶୈଳୀ ହିଁ ଏମାନଙ୍କ ବଞ୍ଚିବାର କୌଶଳ I  ମେରୁ ରାଇଜର ଏଭଳି  କେତେକ  ବିଚିତ୍ର ଜୀବଙ୍କ ଉପରେ ଏଥର ଉପସ୍ଥାପନା I

   'ବିଚିତ୍ର ମେରୁ ରାଇଜ'  ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍ କୁ କ୍ଲିକ୍  କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score'  ବଟନ୍ କୁ କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email (ନିଜର ଇ-ମେଲ୍ ସଠିକ ରୂପେ ଲେଖନ୍ତୁ)
 Name
School with Address (if Student)
Class (if Student)
Address (if not Student)
ଏକ ପକ୍ଷୀ ଉଡିପରେ ନାହିଁ, ମାତ୍ର ଭଲ ପହଁରି ପାରେ:
1 point
Captionless Image
Clear selection
ଉତ୍ତର ମେରୁ ଅଞ୍ଚଳର ବୄହତ୍ତମ ମାଂସାଶୀ ଜୀବ ହେଉଛି ମେରୁ ଭାଲୁ (Polar Bear) I ଏହା ମେରୁ ଅଞ୍ଚଳର ପ୍ରଚଣ୍ଡ ଶୀତ ସହି  ବଞ୍ଚିପାରେ କିପରି ?
1 point
Captionless Image
Clear selection
ଏହା ମେରୁ ଅଞ୍ଚଳର ଏକ ପ୍ରମୁଖ ସ୍ତନ୍ୟପାୟୀ ମାଂସାଶୀ  ପ୍ରାଣୀ I  ଏହା ଭଲ ପହଁରି ପାରେ ଏବଂ ଦୀର୍ଘ ସମୟ  ଥଣ୍ଡା ଜଳ ମଧ୍ୟରେ ରହି ଶିକାର କରି ପାରେ I ଏହି ଜୀବଟିକୁ ଚିହ୍ନ:
1 point
Captionless Image
Clear selection
ଏହା ମେରୁ ଅଞ୍ଚଳର ଏକ ହରିଣ ଭଳି ଜୀବ ଯାହା ବରଫ ଉପରେ ଭଲ ଦୌଡି ପାରେ I ସାଧାରଣ ହରିଣମାନଙ୍କ କ୍ଷେତ୍ରରେ କେବଳ ଅଣ୍ଡିରା ଜୀବଙ୍କର ଶାଖାପ୍ରଶାଖାଯୁକ୍ତ ଶିଙ୍ଗ ଥିଲାବେଳେ ଏହି ହରିଣ ପ୍ରଜାତିର ଉଭୟ ଆଣ୍ଡିରା ଓ ମାଈ ଜୀବଙ୍କର ଶାଖାପ୍ରଶାଖାଯୁକ୍ତ ଶିଙ୍ଗମାନ ଥାଏ I ଏହି ଜୀବଟିକୁ ଚିହ୍ନ:
1 point
Captionless Image
Clear selection
ଏମାନେ ଉତ୍ତର ମେରୁ ଅଞ୍ଚଳର ମୂଳବାସିନ୍ଦା ଆଦିମ ଅଧିବାସୀ I ଏମନେ ଶରୀରକୁ ଉଷୁମ ରଖିବା ନିମନ୍ତେ ପଶୁ ଚମଡାର ପୋଷାକ ପିନ୍ଧନ୍ତି  I ଏମାନେ କଞ୍ଚାମାଂସ ଖାଉଥିବାରୁ ଏମାନଙ୍କୁ ସାଧାରଣତଃ  ଏସ୍କିମୋ (Eskimo) ବୋଲି କୁହାଯାଏ I ଏମାନଙ୍କ ଭଲ ନାମ କ’ଣ ?
1 point
Captionless Image
Clear selection
ଦକ୍ଷିଣ ମେରୁର ଆଣ୍ଟାର୍କ୍ଟିକା ମହାଦେଶରେ ବାସ କରୁଥିବା ମୂଳବାସିନ୍ଦା ଆଦିମ ଅଧିବାସୀଙ୍କ ନାମ କ’ଣ?
1 point
Captionless Image
Clear selection
ଏହା ମେରୁ ଅଞ୍ଚଳର ଏକ ସ୍ତନ୍ୟପାୟୀ  ପ୍ରାଣୀ I ଉଭୟ ପୁରୁଷ ଓ ମାଈ ଜୀବଙ୍କର ହାତୀ ଭଳି ଦାନ୍ତମାନ ( Tusk)  ଥାଏ I ଏହି ଜୀବର ନାମ କ’ଣ?
1 point
Captionless Image
Clear selection
ଉତ୍ତର ମେରୁ ଅଞ୍ଚଳରେ ଏକ କୁକୁର ପ୍ରଜାତି ଦଳ ବାନ୍ଧି ବାସ କରେ I ସେଠାକାର ମୂଳବାସିନ୍ଦା ଆଦିମ ଅଧିବାସୀମାନେ ଏହି କୁକୁର ପ୍ରଜାତିକୁ କାହିଁକି ପାଳନ କରନ୍ତି?
1 point
Captionless Image
Clear selection
ମେରୁ ଅଞ୍ଚଳର ଆକାଶରେ  ପ୍ରତିଦିନ ସୂର୍ଯ୍ୟ କିପରି ଗତି କରେ ?
1 point
Captionless Image
Clear selection
ଆମେ ଏକ ମେରୁ ଅଞ୍ଚଳକୁ ଗଲେ ସେଠାରେ ଦିଗ ନିରୂପଣ କରିବା କିପରି ?
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy