ଜିଜ୍ଞାସା:  କୋରୋନା କୁଇଜ୍ (ଭାଗ-3)
କୋରୋନା ମହାମାରୀ ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍ କୁ  କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍ କୁ କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email:
Name:
School (If Student):
Class (If Student):
Address (If not Student):
ଭାରତରେ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ୍ ଜନିତ ସଂକ୍ରମଣର ସନ୍ଧାନ  ପ୍ରଥମେ କେଉଁ ରାଜ୍ୟରେ ମିଳିଥିଲା ?
1 point
Captionless Image
Clear selection
କୋରୋନା ଭୂତାଣୁର କେଉଁ ରୂପରେଖ ଭାରତରେ ତୄତୀୟ ଲହରର ସୂତ୍ରପାତ କରିପାରେ ବୋଲି ଆଶଙ୍କା କରାଯାଏ?
1 point
Captionless Image
Clear selection
କୋରୋନା ଭୂତାଣୁ 'ଡେଲ୍ଟା' ଭ୍ୟାରିଆଣ୍ଟ୍  ଜିନୋମ୍  ସ୍ତରରେ କେଉଁ ମ୍ୟୁଟେସନ୍ ଦ୍ବାରା 'ଡେଲ୍ଟା ପ୍ଲସ୍' ରୂପରେ ପହଂଚିଛି?
1 point
Captionless Image
Clear selection
କୋରୋନା ଭୂତାଣୁ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ୍  ର ଅନ୍ୟ ନାମ କ’ଣ?
1 point
Captionless Image
Clear selection
କୋଭିସିଲ୍ଡ କିମ୍ବା କୋଭ୍ୟାକ୍ସିନ୍ ଟୀକାର ସଂରକ୍ଷଣ ତାପମାତ୍ରା କେତେ ?
1 point
Captionless Image
Clear selection
କେଉଁ  ଟୀକାର କେବଳ ଗୋଟିଏ ମାତ୍ର ଡୋଜ୍ ନେବାକୁ ପଡେ ?
1 point
Captionless Image
Clear selection
କୋରୋନା ଭୂତାଣୁ ଏକ ବୄହତ ଗୋଲାକୄତି ପିଣ୍ଡ ଯାହାର ଆକାର:
1 point
Captionless Image
Clear selection
କୋରୋନା ଭୂତାଣୁର  ସ୍ପାଇକ୍ ପ୍ରୋଟିନ୍ ଆମ ଫୁସଫୁସ୍  ର ବାହାର ଝିଲ୍ଲୀରେ  ମିଳୁଥିବା ଏକ ଏନଜାଇମ୍ (Enzyme) ସହିତ ସଂଯୋଗ ଦ୍ବାରା ଏହା ସହଜରେ ଶରୀର ମଧ୍ୟରେ ପ୍ରବେଶ କରିଯାଏ I ଏହି ଏନଜାଇମ୍ ର ନାମ କ’ଣ?
1 point
Captionless Image
Clear selection
କୋଭିଡ୍-19 ରୋଗ ସୄଷ୍ଟି କରୁଥିବା କୋରୋନା ଭୂତାଣୁର ପ୍ରକୄତ ନାମ କ’ଣ?
1 point
Captionless Image
Clear selection
ଆମ  ଦେଶରେ କୌଣସି  ନୂଆ ଟୀକାର ପ୍ରୟୋଗ ନିମନ୍ତେ କେଉଁ ସଂସ୍ଥା ନିକଟରୁ  ମଂଜୁରୀ ହାସଲ ନିହାତି ଆବଶ୍ୟକ?
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy