ଜିଜ୍ଞାସା କୁଇଜ୍ :  ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ  
'ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ'  ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ପ୍ରଥମେ ନିମ୍ନରେ ଥିବା ଭିଡିଓକୁ ଦେଖନ୍ତୁ ଏବଂ ଏହା ଆଧାରରେ ପ୍ରତି ପ୍ରଶ୍ନ ପାଇଁ ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍କୁ କ୍ଲିକ୍ କରନ୍ତୁ I (ଉଦ୍ଦିଷ୍ଟ ଶ୍ରେଣୀ: ସପ୍ତମ ରୁ ଦଶମ)
Sign in to Google to save your progress. Learn more
Email (ନିଜର ଇ-ମେଲ୍ ସଠିକ ରୂପେ ଲେଖନ୍ତୁ)
Name
School with Address (if Student)
Class (if Student)
Address (if not Student)
କୌଣସି ପରିବାହୀ ତାରରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ କ’ଣ ଉତ୍ପନ୍ନ ହୁଏ?
1 point
Captionless Image
Clear selection
ପ୍ରଥମେ କେଉଁ ବୈଜ୍ଞାନିକ ଏକ  ପରିବାହୀ ତାରରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ସମ୍ପର୍କରେ ସୂଚନା ଦେଇଥିଲେ? ସେ କେଉଁ ଦେଶର ବୈଜ୍ଞାନିକ?
1 point
Captionless Image
Clear selection
ଏକ  ପରିବାହୀ ତାରରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ପାଖରେ ଥିବା ଚୁମ୍ବକୀୟ କମ୍ପାସ୍ ର ବିକ୍ଷେପ କାହିଁକି ସୄଷ୍ଟି ହୁଏ?
1 point
Captionless Image
Clear selection
ଏକ  ପରିବାହୀ ତାରରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତର ଦିଗ  ବଦଳିଗଲେ ଚୁମ୍ବକୀୟ  କ୍ଷେତ୍ରର ଦିଗରେ କି ପରିବର୍ତ୍ତନ ସୄଷ୍ଟି ହୁଏ?
1 point
Captionless Image
Clear selection
କୌଣସି ଚୁମ୍ବକୀୟ କମ୍ପାସର ସୂଚୀର ଦିଗ ସାଧାରଣ ଅବସ୍ଥାରେ କେଉଁ ଦିଗରେ ମୁଁହ କରି ରହିଥାଏ ଏବଂ ନିକଟସ୍ଥ ଏକ ତାରରେ ବିଦ୍ୟୁତ୍ ପ୍ରବାହିତ ହେଲେ ଏହା କେଉଁ ଦିଗରେ ବିକ୍ଷେପିତ ହୁଏ?
1 point
Captionless Image
Clear selection
କୌଣସି ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବର ଏକ ପ୍ରମୁଖ ପ୍ରୟୋଗ ହେଉଛି:
1 point
Captionless Image
Clear selection
ଏକ ଉତ୍ତମ ତାରକୁଣ୍ଡଳୀ ପ୍ରସ୍ତୁତି ନିମନ୍ତେ ମୂଖ୍ୟତଃ କେଉଁ ପ୍ରକାରର ପରିବାହୀ ତାର ଆବଶ୍ୟକ?
1 point
Captionless Image
Clear selection
କୌଣସି ବିଦ୍ୟୁତ୍ ଚୁମ୍ବକ ପ୍ରସ୍ତୁତିରେ  ସିଧା ପରିବାହୀ ତାର ପରିବର୍ତ୍ତେ ସାଧାରଣତଃ ଏକ ତାରକୁଣ୍ଡଳୀ କାହିଁକି ବ୍ୟବହାର କରାଯାଏ?
1 point
Captionless Image
Clear selection
ଆମେ କିପରି ଲୁହାରେ ତିଆରିଏକ ସାଧାରଣ ବ୍ଲେଡ୍ କୁ ଚୁମ୍ବକରେ ପରିଣତ କରି ପାରିବା ?
1 point
Captionless Image
Clear selection
ଆମେ କିପରି ଏକ ତାରକୁଣ୍ଡଳୀ ଦ୍ବାରା ଉତ୍ପନ୍ନ ଚୁମ୍ବକୀୟ କ୍ଷେତ୍ରର ଦିଗ ବଦଳାଇ ପାରିବା?
1 point
Captionless Image
Clear selection
ନିମ୍ନ ଭିଡିଓକୁ ଦେଖନ୍ତୁ: ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy