ଜିଜ୍ଞାସା:  କୋରୋନା କୁଇଜ୍ (ଭାଗ-2)
'କୋରୋନା ମହାମାରୀ' ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍କୁ କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email:
Name:
School ( If Student):
Class ( If Student):
Address ( If not Student):
ଭାରତରେ ପ୍ରଥମ କୋରୋନା ସଂକ୍ରମଣ ଘଟଣା କେବେ ଦେଖିବାକୁ  ମିଳିଥିଲା ?
1 point
Captionless Image
Clear selection
ଭାରତରେ ଦ୍ବିତୀୟ ଲହରର ଶୀର୍ଷ କେବେ ଦେଖିବାକୁ  ମିଳିଥିଲା ?
1 point
Captionless Image
Clear selection
ଭାରତରେ ଦ୍ବିତୀୟ ଲହରର ଶୀର୍ଷ ସମୟରେ ଦୈନିକ କେତେ ସଂକ୍ରମଣ ଘଟଣା ଦେଖିବାକୁ  ମିଳିଥିଲା ?
1 point
Captionless Image
Clear selection
ଭାରତରେ ଦ୍ବିତୀୟ ଲହରର  ସମୟରେ ମୋଟ ସଂକ୍ରମଣ ସଂଖ୍ୟା ଦୄଷ୍ଟିରୁ ବିଶ୍ବର କେଉଁ ଦେଶ ଶୀର୍ଷ  ସ୍ଥାନରେ ଅଛି?
1 point
Captionless Image
Clear selection
କେଉଁ ସଂସ୍ଥା ଭାରତରେ ଜରୁରୀକାଳୀନ ମଂଜୁରୀ ପ୍ରାପ୍ତ ହୋଇଥିବା   Sputnik V ଟୀକାର ପ୍ରସ୍ତୁତକର୍ତ୍ତା ?
1 point
Captionless Image
Clear selection
କେଉଁ ସଂସ୍ଥା ଭାରତରେ ବ୍ୟବହୄତ  Covishield   ଟୀକାର ପ୍ରସ୍ତୁତକର୍ତ୍ତା ?
1 point
Captionless Image
Clear selection
ଜିନୀୟ ସ୍ତରରେ  ତିନି ଥର ପରିବର୍ତ୍ତିତ ହୋଇଥିବା କୋରୋନା ଭୂତାଣୁ (Triple Mutant)  ଡେଲ୍ଟା   ଭ୍ୟାରିଆଣ୍ଟ ର ବୈଜ୍ଞାନିକ ନାମ କ’ଣ?
1 point
Captionless Image
Clear selection
ଆମ ଦେଶର କେଉଁ ରାଜ୍ୟରେ ପ୍ରଥମେ ଡେଲ୍ଟା   ଭ୍ୟାରିଆଣ୍ଟର ସନ୍ଧାନ ମିଳିଥିଲା?
1 point
Captionless Image
Clear selection
କୋରୋନା ଭୂତାଣୁର ଜିନୋମ୍ ଅଧିକାଂଶ  ଭୂତାଣୁଙ୍କ ଜିନୋମ୍ ତୁଳନାରେ ଦୀର୍ଘତ୍ତର I ତେବେ ଏକ କୋରୋନା ଭୂତାଣୁର ଜିନୋମରେ ଆମିନୋ ଏସିଡ ର ପ୍ରାୟ କେତେ ଯୋଡା ବେସ୍ ( Base Pair) ଥାଏ?
1 point
Captionless Image
Clear selection
ଟୀକାଦାନ ନିମନ୍ତେ କୌଣସି ଟୀକାର ଉପଲବ୍ଧି କାହିଁକି ଏକ ସମୟ ସାପେକ୍ଷ ପ୍ରକ୍ରିୟା ?
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy