ପ୍ରଡ଼ିଜି କ୍ରିଏଟିଭିଟି କ୍ଲବକୁ ସବସ୍କ୍ରାଇବ କରନ୍ତୁ ।
ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାକୁ ଉତ୍ସାହିତ କରିବା ପାଇଁ, ପ୍ରଥମ ଏଜୁକେସନ ଫାଉଣ୍ଡେସନ ଏକ ନୂତନ ପଦକ୍ଷେପ, ପ୍ରଡ଼ିଜି କ୍ରିଏଟିଭିଟି କ୍ଲବ ଆରମ୍ଭ କରିଛି ।
10 ଏପ୍ରିଲ୍ 2021 ରୁ ପ୍ରଡ଼ିଜି କ୍ରିଏଟିଭିଟି କ୍ଲବ ସଦସ୍ୟମାନଙ୍କୁ ପ୍ରତି ସପ୍ତାହରେ ହ୍ୱାଟ୍ସଆପ ବାର୍ତ୍ତା ପଠାଯିବ । ଏହି ବାର୍ତ୍ତାଗୁଡ଼ିକ ବିଭିନ୍ନ ପ୍ରସଙ୍ଗ ଏବଂ ବିଷୟ ସହିତ ଜଡିତ ହେବା ସହିତ ଆକର୍ଷକ ଏବଂ ରଚନାତ୍ମକ ସାମଗ୍ରୀ ହେବ । ଏହା ସହିତ, ଅଧିକ ଶିକ୍ଷଣ ସୁଯୋଗ ପ୍ରଦାନ କରିବାକୁ ଯୋଜନା କରାଯିବା ପାଇଁ ବିଷୟବସ୍ତୁ ବିଶିଷ୍ଟ ୱାର୍କସପ ଯାହା ପ୍ରାୟତଃ ଭର୍ଚୁଆଲ ରୂପରେ ଅୟୋଜିତ କରାଯିବ । ପ୍ରଡିଜି କ୍ରିଏଟିଭିଟି କ୍ଲବକୁ ବୟସ ଆଧାରରେ ପ୍ରସ୍ତୁତ କରାଯାଇଛି  : 6-10 ବର୍ଷ ବୟସର ପିଲାମାନଙ୍କ ପାଇଁ ଜୁନିଅର କ୍ଲବ ଏବଂ 10-14 ବର୍ଷ ବୟସର ପିଲାମାନଙ୍କ ପାଇଁ ସିନିୟର କ୍ଲବ, ଏବଂ ଏଥିରେ ବୟସ ଅନୁସାରେ ବାର୍ତ୍ତା ଏବଂ ଗତିବିଧି ସେୟାର କରାଯିବ ।
'ପ୍ରଥମ'ଏହି ପଦକ୍ଷେପକୁ ଆଗକୁ ନେବା ପାଇଁ ଆପଣଙ୍କର ସମର୍ଥନ ଏବଂ ସହଯୋଗ ଆବଶ୍ୟକ କରୁଛି ।    'ପ୍ରଥମ' ଆପଣଙ୍କୁ ଅନୁରୋଧ କରୁଛି ଯେ,  ସଦସ୍ୟତା ଗ୍ରହଣ କରିବା ସମୟରେ, ଏହି ପଦକ୍ଷେପକୁ ସମର୍ଥନ କରିବାକୁ ଆମ ଦଳ ସହିତ ଯୋଗାଯୋଗ କରିବା ପାଇଁ ଏକ ସଦସ୍ୟ ଭାବରେ ଜଣେ ସଦସ୍ୟଙ୍କୁ ମନୋନୀତ କରନ୍ତୁ, ଯାହା ଦ୍ୱାରା ବାର୍ତ୍ତା ଏବଂ ଅନ୍ୟାନ୍ୟ ଯୋଗାଯୋଗ ନିୟମିତ ଭାବରେ ସେମାନଙ୍କ ନିକଟରେ ପହଞ୍ଚି ପାରିବ । ଏହି ଜାଗ୍ରତ ପ୍ରୟାସରେ ଯୋଗଦେବା ପାଇଁ ପ୍ରଡିଜି କ୍ରିଏଟିଭିଟି କ୍ଲବର ସଦସ୍ୟତା ଗ୍ରହଣ କରନ୍ତୁ ଏବଂ  ଏହି ପଦକ୍ଷପକୁ ଅନ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବହୁତ ମାତ୍ରାରେ ଏହି ଫର୍ମକୁ ସେୟାର କରନ୍ତୁ ।
ଆମେ ଏହି ପଦକ୍ଷେପକୁ ଆପଣଙ୍କ ସହ ବାଣ୍ଟିବାକୁ ବହୁତ ଆଗ୍ରହୀ ଏବଂ ଆଶା କରୁଛୁ ଯେ ଆମେ ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ସୃଜନଶୀଳତାକୁ ଉତ୍ସାହିତ କରିପାରିବୁ ।
Sign in to Google to save your progress. Learn more
ଅନୁଷ୍ଠାନର ନାମ *
ଯୋଗାଯୋଗ ମୁଖ୍ୟ ବ୍ୟକ୍ତିଙ୍କ ନାମ *
ଯୋଗାଯୋଗ ମୁଖ୍ୟ ବ୍ୟକ୍ତିଙ୍କ ଫୋନ ନମ୍ବର (ହ୍ୱାଟ୍ସଆପ ପାଇଁ) *
ଯୋଗାଯୋଗ ମୁଖ୍ୟ ବ୍ୟକ୍ତିଙ୍କ  ଇ-ମେଲ ଆଡ୍ରେସ *
Next
Clear form
Never submit passwords through Google Forms.
This form was created inside of Pratham. Report Abuse