ଜିଜ୍ଞାସା:  ଜନସଂଖ୍ୟା କୁଇଜ୍
ଜନସଂଖ୍ୟା  ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍କୁ କ୍ଲିକ୍ କରନ୍ତୁ I ଏ କୁଇଜଟି ଗୁଗଲ୍ ଫର୍ମ ଆଧାରରେ ପ୍ରସ୍ତୁତ I  
Sign in to Google to save your progress. Learn more
Email:
ନାମ:
ବିଦ୍ୟାଳୟ (ଯଦି ଛାତ୍ର ହୋଇଥାନ୍ତି):
ଶ୍ରେଣୀ (ଯଦି ଛାତ୍ର ହୋଇଥାନ୍ତି):
ଠିକଣା (ଯଦି ଛାତ୍ର ହୋଇ ନଥାନ୍ତି):
କେଉଁ ଦାର୍ଶନିକ ପ୍ରଥମେ  ଏକ ପ୍ରବନ୍ଧ ଜରିଆରେ ମତ ପ୍ରକାଶ  କରିଥିଲେ ଯେ ବିଶ୍ବ ଜନସଂଖ୍ୟା ଖାଦ୍ୟଶସ୍ୟ ଉତ୍ପାଦନ  ତୁଳନାରେ ଯଥେଷ୍ଟ ଦ୍ରୁତ ଗତିରେ ବୄଦ୍ଧି ପାଉଥିବାରୁ ଆଗାମୀ ଦିନରେ ଏକ ସଙ୍କଟମୟ ପରିସ୍ଥିତି  ସୄଷ୍ଟି ହେବ?
1 point
Captionless Image
Clear selection
ମାତ୍ର ପୂର୍ବୋକ୍ତ ଦାର୍ଶନିକଙ୍କ ଭବିଷ୍ୟତବାଣୀ ଅନୁସାରେ ବିଶ୍ବରେ ଜନସଂଖ୍ୟା ବୄଦ୍ଧି ପାଇବା ସତ୍ତ୍ବେ ସେଭଳି କୌଣସି ସଙ୍କଟଜନକ ପରିସ୍ଥିତି ସୄଷ୍ଟି ହୋଇନଥିଲା I ଏହାର କାରଣ କ’ଣ?
1 point
Captionless Image
Clear selection
ବିଶ୍ବ ଜନସଂଖ୍ୟାର ଦ୍ରୁତ ଅଭିବୄଦ୍ଧିକୁ ସାଧାରଣତଃ କ’ଣ କୁହାଯାଏ?
1 point
Captionless Image
Clear selection
ଜାତିସଂଘର ଭବିଷ୍ୟତବାଣୀ ଅନୁଯାୟୀ ଆଗାମୀ 2050 ମସିହା ବେଳକୁ  ବିଶ୍ବର କେଉଁଠାରେ ବିଶ୍ବ ଜନସଂଖ୍ୟାର ଅଧିକାଂଶ ଅଭିବୄଦ୍ଧି ଘଟିବ?
1 point
Captionless Image
Clear selection
କେଉଁ ଯୁଗାନ୍ତକାରୀ ଘଟଣା ପରେ ବିଶ୍ବ ଜନସଂଖ୍ୟାରେ  ଆଶାତୀତ ବୄଦ୍ଧି  ପରିଲକ୍ଷିତ ହୋଇଥିଲା?
1 point
Captionless Image
Clear selection
କୌଣସି ଅଞ୍ଚଳର ଜନସଂଖ୍ୟା ଘନତା (Population Density)  କିପରି ନିର୍ଦ୍ଧାରଣ କରାଯାଏ?
1 point
Captionless Image
Clear selection
ଆମ ଦେଶ ଭାରତ ବିଶ୍ବ ଭୌଗଳିକ ଭୂଖଣ୍ଡର ସମୁଦାୟ କେତେ ଶତାଂଶ ସ୍ଥାନ ଅଧିକାର କରେ ଏବଂ ବିଶ୍ବ ଜନସଂଖ୍ୟାର ସମୁଦାୟ କେତେ  ଭାଗ ଲୋକ ଏକାକୀ ଭାରତରେ ବାସ କରନ୍ତି?
1 point
Captionless Image
Clear selection
ବିଶ୍ବର ସର୍ବାଧିକ ଜନବହୁଳ ସହରର ନାମ କ’ଣ?
1 point
Captionless Image
Clear selection
ଭାରତର ସର୍ବାଧିକ ଜନବହୁଳ ସହରର ନାମ କ’ଣ?
1 point
Captionless Image
Clear selection
 ଜନସଂଖ୍ୟା ଅଧ୍ୟୟନରେ ଜନ୍ମ ହାର  (Birth Rate) ର ସଂଜ୍ଞା କିପରି ନିର୍ଦ୍ଧାରିତ ହୁଏ?
1 point
Captionless Image
Clear selection
 ଏହି କୁଇଜ ସମ୍ପର୍କରେ ନିଜର ମତାମତ ଲେଖନ୍ତୁ I ଏହି କୁଇଜରେ କିଛି ଅଧିକ ପ୍ରଶ୍ନ କିମ୍ବା ତଥ୍ୟ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଥିଲେ, ସେ ସମ୍ପର୍କରେ ମଧ୍ୟ ଲେଖନ୍ତୁ I
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy