ଜିଜ୍ଞାସା:  ଭାରତୀୟ ପକ୍ଷୀ  କୁଇଜ୍ (ଭାଗ-1)
'ଭାରତୀୟ ପକ୍ଷୀ'  ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍କୁ କ୍ଲିକ୍ କରନ୍ତୁ ଫପ

ପକ୍ଷୀମାନଙ୍କର କାକଳି ଶୁଣିବା ପାଇଁ ନିମ୍ନ ଲିଙ୍କ କୁ କ୍ଲିକ କରନ୍ତୁ I ଚିତ୍ରକୁ ବଡ଼ କରି କୌଣସି ପକ୍ଷୀକୁ ଛୁଇଁଲେ ତା'ର କାକଳି ଶୁଣି ପାରିବେ :
https://coneixelriu.museudelter.cat/ocells.php
Sign in to Google to save your progress. Learn more
Email (ନିଜର ଇ-ମେଲ୍ ସଠିକ ରୂପେ ଲେଖନ୍ତୁ)
Name
School with Address (if Student)
Class (if Student)
Address (if not Student)
ସବୁଠାରୁ ଉଚ୍ଚା ଭାରତୀୟ ପକ୍ଷୀର ନାମ କ’ଣ?
1 point
Captionless Image
Clear selection
ଓଡିଶାର ରାଜ୍ୟ  ପକ୍ଷୀର ନାମ କ’ଣ?
1 point
Captionless Image
Clear selection
ଭାରତୀୟ କାଉମାନେ ସାଧାରଣତଃ କେଉଁ ରୁତୁରେ ଅଣ୍ଡା ଦେଇଥା’ନ୍ତି?
1 point
Captionless Image
Clear selection
ବାୟା ଚଢେଇ ସମାଜରେ ସାଧରଣତଃ କେଉଁ ପକ୍ଷୀ ବସା ବୁଣିଥାଏ?
1 point
Captionless Image
Clear selection
ବାଦୁଡି ଏକ କେଉଁ ପ୍ରକାରର ପ୍ରାଣୀ ?
1 point
Captionless Image
Clear selection
କେଉଁ ପକ୍ଷୀ ନିଜ ବେକକୁ ପଛପଟକୁ ଉଭୟ ଦିଗରେ ପ୍ରାୟ 180 ଡିଗ୍ରୀ କୋଣ ପର୍ଯ୍ୟନ୍ତ ଘୂରାଇ ପାରେ?
1 point
Captionless Image
Clear selection
ଶାଗୁଣା କେଉଁ ଜୀବମାନଙ୍କୁ ଖାଏ?
1 point
Captionless Image
Clear selection
 ବିଶ୍ବ ଘରଚଟିଆ ଦିବସ ( World Sparrow Day)  କେବେ ପାଳନ କରାଯାଏ?
1 point
Captionless Image
Clear selection
କେଉଁ ଚଢେଇ ସାଧାରଣତଃ ପକ୍ଷୀ ସମାଜରେ ପୁଲିସ୍ ର ଭୂମିକା ଗ୍ରହଣ କରି ଅନ୍ୟ ପକ୍ଷୀଙ୍କ ମଧ୍ୟରେ ଝଗଡା ମେଣ୍ଟାଇବାରେ ସାହାଯ୍ୟ କରୁଥିବାର ବିଶ୍ବାସ କରାଯାଏ?
1 point
Captionless Image
Clear selection
ଏହା ଆମ ଦେଶର ବୄହତ୍ତମ ଉଡନ୍ତା ପକ୍ଷୀ I  ଏହା ବିଶେଷକରି ଶୁଷ୍କ ଭୂମି   ଅଞ୍ଚଳରେ ମାଟି ଉପରେ ବାସ କରେ I ଏକଦା ଏହି ପକ୍ଷୀକୁ  ଭାରତର  ଜାତୀୟ ପକ୍ଷୀ ରୂପେ ମାନ୍ୟତା ପ୍ରଦାନ ପାଇଁ ଚିନ୍ତା କରାଯାଉଥିଲା I ପୂର୍ବେ ଆମ ଦେଶରେ ବହୁ ସଂଖ୍ୟାରେ ମିଳୁଥିବା ଏହି ପକ୍ଷୀର ସଂଖ୍ୟା ଏବେ ଅବାଧ ଶିକାର ଫଳରେ ଦୄତ ହ୍ରାସ ପାଇଛି I ଏହି ପକ୍ଷୀକୁ ଚିହ୍ନ:
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy