ଜିଜ୍ଞାସା କୁଇଜ୍: ଆମ ପୃଥିବୀ
'ଆମ ପୃଥିବୀ' ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍ କୁ କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email:
Name:
School ( If Student):
Class (If Student):
Address (If not Student):
ଆକାର ଦୃଷ୍ଟିକୋଣରୁ ସୌରଜଗତ ପିଣ୍ଡମାନଙ୍କ ମଧ୍ୟରେ ପୃଥିବୀର ସ୍ଥାନ କ'ଣ ?
1 point
Captionless Image
Clear selection
ଘନତ୍ଵ ଦୃଷ୍ଟିକୋଣରୁ ସୌରଜଗତ ପିଣ୍ଡମାନଙ୍କ ମଧ୍ୟରୁ ପୃଥିବୀର ସ୍ଥାନ କ'ଣ?
1 point
Captionless Image
Clear selection
ପୃଥିବୀର କେନ୍ଦ୍ରମଣ୍ଡଳ ମୁଖ୍ୟତଃ କେଉଁ ପଦାର୍ଥରେ ଗଢା ?
1 point
Captionless Image
Clear selection
ପୃଥିବୀର କେନ୍ଦ୍ରଭାଗରେ ପଦାର୍ଥ ମୁଖ୍ୟତଃ କେଉଁ ଅବସ୍ଥାରେ ଅଛି?
1 point
Captionless Image
Clear selection
ପୃଥିବୀର ବାୟୁମଣ୍ଡଳରେ ଥିବା ମୁଖ୍ୟତଃ କେଉଁ ଗ୍ୟାସ ଦ୍ଵାରା ସବୁଜଘର ପ୍ରଭାବ ଯୋଗୁଁ ସବୁଠାରୁ ବେଶୀ ଉଷ୍ମତା ସ୍ତୁଷ୍ଟି ହୋଇଥାଏ?
1 point
Captionless Image
Clear selection
ଆମ ବାୟୁମଣ୍ଡଳରେ ଥିବା ଏକ ଗ୍ୟାସ ଭୁପୃଷ୍ଠରେ ସାଧାରଣତଃ ବିଷାକ୍ତ; ମାତ୍ର ଉର୍ଦ୍ଧ୍ଵ ବାୟୁମଣ୍ଡଳରେ ପୃଥିବୀରେ ଜୀବନ ବଂଚିବା ପାଇଁ ଏହାର ଭୂମିକା ଗୁରୁତ୍ୱ୍ବପୂର୍ଣ୍ଣ :
1 point
Captionless Image
Clear selection
କ୍ଷେତ୍ରଫଳ ଦୃଷ୍ଟିକୋଣରୁ ପୃଥିବୀର ସବୁଠାରୁ ବଡ଼ ପର୍ବତମାଳର ନାମ କ'ଣ?
1 point
Captionless Image
Clear selection
ପୃଥିବୀର  ଉଚ୍ଚତମ  ଓ ଗଭୀରତମ  ସ୍ଥାନର ନାମ କ'ଣ (ଯଥାକ୍ରମେ)?
1 point
Captionless Image
Clear selection
ପୃଥିବୀର ସବୁଠାରୁ ବଡ଼  ସକ୍ରିୟ ଆଗ୍ନେୟଗିରିର ନାମ କ'ଣ?
1 point
Captionless Image
Clear selection
ଆମ ପୃଥିବୀପୃଷ୍ଠ ଅନେକ ବିଶାଳ ଶିଳାଖଣ୍ଡ ଉପରେ ଅବସ୍ଥାପିତ I ଏହି ଶିଳାଖଣ୍ଡମାନଙ୍କ ମଧ୍ୟରେ ସଂଘର୍ଷ ଘଟିଲେ ଭୂମିକମ୍ପ ସୃଷ୍ଟି ହୁଏ I ଏହି ଶିଳାଖଣ୍ଡସବୁର ନାମ କ'ଣ?
1 point
Captionless Image
Clear selection
ପୃଥିବୀର ସବୁଠାରୁ ବଡ଼ ସାଗରର ନାମ କ'ଣ?
1 point
Captionless Image
Clear selection
ପୃଥିବୀପୃଷ୍ଠରେ କୌଣସି ସ୍ଥାନର ଅବସ୍ଥାନ କିପରି ନିରୂପଣ କରାଯାଏ?
1 point
Captionless Image
Clear selection
ପୃଥିବୀର ପ୍ରକୃତ ଆକାର କିପରି ?
1 point
Captionless Image
Clear selection
ସୂର୍ଯ୍ୟରୁ ଆସୁଥିବା ଚାର୍ଜିତ କଣିକାସବୁ ପୃଥିବୀର ଦୁଇ ମେରୁଠାରେ ଏହାର ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ଲାଖି ରହି କ୍ରମାଗତ ଦୋଳାୟମାନ ହେବାଦ୍ୱାରା ଆଲୋକ ଉତ୍ସର୍ଜନ କରିଥାନ୍ତି I ମେରୁ ରାଇଜର ଏହି ଅଦ୍ଭୁତ ଆଲୁଅକୁ କ'ଣ କୁହାଯାଏ?
1 point
Captionless Image
Clear selection
ପୃଥିବୀ ଅଭ୍ୟନ୍ତରରେ ପ୍ରଚଣ୍ଡ ତାପମାତ୍ରାରେ ଅର୍ଦ୍ଧତରଳ ଅବସ୍ଥାରେ ଥିବା  ଶିଳରାଶିର ନାମ କ'ଣ?
1 point
Captionless Image
Clear selection
ପୃଥିବୀର ସବୁଠାରୁ ବଡ଼ ଦେଶର ନାମ କ'ଣ?
1 point
Captionless Image
Clear selection
ଅତୀତରେ ପୃଥିବୀର ସ୍ରମସ୍ତ ମହାଦେଶ ମିଶି ଏକ ବିଶାଳ ଅବିଭକ୍ତ ଭୂଖଣ୍ଡ ସୃଷ୍ଟି କରୁଥିଲେ I ଏହାର ନାମ କ'ଣ?
1 point
Captionless Image
Clear selection
ଅତୀତରେ (260 କୋଟି ବର୍ଷ ପୂର୍ବେ) ପୃଥିବୀପୃଷ୍ଠରେ ଏପରି ଏକ ଯୁଗ ଆସିଥିଲା ଯେବେ ତାପମାତ୍ରା ଅଚାନକ କମି ପୃଥିବୀ ସାରା ବରଫ ଓ ହିମବାହରେ ଢାଙ୍କି ହୋଇଯାଇଥିଲା  I ଏହି ଯୁଗକୁ କ'ଣ କୁହାଯାଏ?
1 point
Captionless Image
Clear selection
ପୃଥିବୀର ହାରାହାରି ତାପମାତ୍ରା କେତେ?
1 point
Captionless Image
Clear selection
ପ୍ରଥମେ କିଏ ପୃଥିବୀର ପରିଧି ମାପିଥିଲେ?
1 point
Captionless Image
Clear selection
ଗତ 2021 ମସିହାରେ ଅନୁଷ୍ଠିତ ହୋଇଥିବା COP-26 ବିଶ୍ୱ ଜଳବାୟୁ ସମ୍ମିଳନୀ କେଉଁ ସହରରେ ଆୟୋଜିତ ହୋଇଥିଲା?
1 point
Captionless Image
Clear selection
ଗତ COP-26 ବିଶ୍ୱ ଜଳବାୟୁ ସମ୍ମିଳନୀର ମୂଖ୍ୟ ଇସ୍ତାହାର କଣ ଥିଲା?
1 point
Captionless Image
Clear selection
ଗତ 2016 ମସିହାରେ ଅନୁଷ୍ଠିତ ହୋଇଥିବା ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବୈଶ୍ଵିକ ତାପମାତ୍ରା ବୃଦ୍ଧିକୁ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ପ୍ରାକ-ଶିଳ୍ପ ବିପ୍ଳବ ତୁଳନାରେ କେତେ ଡିଗ୍ରୀ ତାପମାତ୍ରା ମଧ୍ୟରେ ସୀମିତ ରଖିବାକୁ ରାଜିନାମା ସ୍ଵାକ୍ଷରିତ ହୋଇଥିଲା?
1 point
Captionless Image
Clear selection
କେଉଁ ଜଳବାୟୁ ସମ୍ମିଳନୀର ରାଜିନାମାରେ ପ୍ରଥମେ ଜଳବାୟୁ ପରିବର୍ତ୍ତନ ପ୍ରତି ଉଦବେଗ ପ୍ରକାଶ କରାଯାଇ ଜୀଵାଶ୍ମ ଇନ୍ଧନ ଜନିତ ସବୁଜଘର ବାଷ୍ପ ଉତ୍ସର୍ଜନ ମାତ୍ରାକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହ୍ରାସ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା?
1 point
Captionless Image
Clear selection
କେଉଁ ଜଳବାୟୁ ସମ୍ମିଳନୀର ରାଜିନାମାରେ ପ୍ରଥମେ   ଓଜୋନ ସ୍ତରରେ ଘଟୁଥିବା ହ୍ରାସ ପ୍ରତି ଉଦବେଗ ପ୍ରକାଶ କରାଯାଇ ଓଜୋନ ବିନଷ୍ଟକାରୀ ପଦାର୍ଥ ହ୍ରାସ କରିବା ନିମନ୍ତେ ବୈଶ୍ଵିକ ସ୍ତରରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା?
1 point
Captionless Image
Clear selection
ଏହି କୁଇଜ ସମ୍ପର୍କରେ ନିଜର ମତାମତ ଦିଅନ୍ତୁ I
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy