ଜିଜ୍ଞାସା:  ପରିବେଶ  ସୁରକ୍ଷା କୁଇଜ୍ (ଭାଗ-1)
ପରିବେଶ  ସୁରକ୍ଷା ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନକୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍କୁ କ୍ଲିକ୍ କରନ୍ତୁ I ଏ କୁଇଜଟି ଗୁଗଲ୍ ଫର୍ମ ଆଧାରରେ ପ୍ରସ୍ତୁତ I  
Sign in to Google to save your progress. Learn more
Email:
Name:
School (If Student):
Class (If Student):
Address (If not Student):
ଜଙ୍ଗଲ ସୁରକ୍ଷା ତଥା ବ୍ୟାପକ  ବନୀକରଣ ଉଦ୍ଦେଶ୍ୟରେ  ସଚେତନତା ସୄଷ୍ଟି କରିବା ନିମନ୍ତେ ଉଦ୍ଦିଷ୍ଟ   'ବନ ମହୋତ୍ସବ' କାର୍ଯ୍ୟକ୍ରମ ଆମ ଦେଶରେ କେବେ ପାଳନ କରାଯାଏ ?
1 point
Captionless Image
Clear selection
ଆମ ଦେଶରେ ବ୍ୟାଘ୍ର ମାନଙ୍କର ସଂରକ୍ଷଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା   ବ୍ୟାଘ୍ର ପ୍ରକଳ୍ପ ( Project Tiger) ଯୋଜନା କେବେ ଆରମ୍ଭ କରାଯାଇଥିଲା ?
1 point
Captionless Image
Clear selection
ବିଶ୍ବର କେଉଁଠାରେ ସବୁଠାରୁ ବେଶୀ ଜୈବବିବିଧତା ଅର୍ଥାତ ପ୍ରାଣୀ ଓ ଉଦ୍ଭିଦ ପ୍ରଜାତି ଦେଖିବାକୁ ମିଳେ  ?
1 point
Captionless Image
Clear selection
କେଉଁ ଜୀବ ବିଶ୍ବରେ ପ୍ରକୄତି ଓ ପରିବେଶର ସୁରକ୍ଷା ଦିଗରେ   କାର୍ଯ୍ୟରତ ସଂସ୍ଥା World Wide Fund for Nature (WWFN) ର ପ୍ରତୀକ?
1 point
Captionless Image
Clear selection
ପରିବେଶ ସୁରକ୍ଷା ନିମନ୍ତେ ଆମେ କାହିଁକି ପଲିଥିନ୍ ବ୍ୟବହାର କରିବା ଉଚିତ ନୁହେଁ?
1 point
Captionless Image
Clear selection
ଉତ୍ତର ମେରୁ ( Arctic)  ଅଂଚଳରେ ଜମିଥିବା ବରଫ ତରଳିଯିବା ହେତୁ କେଉଁ ଜୀବ ବେଶୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଛି?
1 point
Captionless Image
Clear selection
ଭାରତରେ  ଜଙ୍ଗଲ ସୁରକ୍ଷା ନିମନ୍ତେ ବ୍ରିଟିଶ୍ ଅମଳରୁ ସଂରକ୍ଷିତ ଜଙ୍ଗଲ ( Reserved Forest) ମାନ ପ୍ରତିଷ୍ଠା କରାଯାଇଛି I ଆମ ଦେଶର ପ୍ରଥମ ସଂରକ୍ଷିତ ଜଙ୍ଗଲର ନାମ କ’ଣ?
1 point
Captionless Image
Clear selection
ଆମ ବିଶ୍ବରେ ଜୈବବିବିଧତା ବହୁଳ ତଥା ଅନେକ ସ୍ଥାନିକ ପ୍ରଜାତି (Endemic Species)  ବାସ କରୁଥିବା ଏପର୍ଯ୍ୟନ୍ତ ସମୁଦାୟ 36ଟି  ଅଞ୍ଚଳକୁ ଚିହ୍ନଟ କରାଯାଇଛି ଯାହାକୁ ଜୈବବିବିଧତା ହଟସ୍ପଟ୍ (Biodiversity Hotspot)  କହନ୍ତି I ଆମ ଦେଶରେ ସମୁଦାୟ କେତୋଟି ଏବଂ କେଉଁଠି  କେଉଁଠି ଜୈବ-ବିବିଧତା  ହଟସ୍ପଟ୍ ମାନ  ରହିଛି?
1 point
Captionless Image
Clear selection
ବନ୍ୟ ଜୀବଜନ୍ତୁ ଲୁପ୍ତ ହେବାର ମୂଖ୍ୟ କାରଣ କ’ଣ?
1 point
Captionless Image
Clear selection
ବିଶ୍ବର ସର୍ବବୄହତ ହେନ୍ତାଳବନ ବା ଲୁଣା ଜଙ୍ଗଲ ( Mangrove Forest) କେଉଁଠାରେ ଅବସ୍ଥିତ?
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy