ଜିଜ୍ଞାସା:  ଭାରତୀୟ ବୈଜ୍ଞାନିକ  କୁଇଜ୍ (ଭାଗ-1)
'ଭାରତୀୟ ବୈଜ୍ଞାନିକଙ୍କ ଅବଦାନ'  ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍ କୁ  କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍ କୁ  କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email
Name
School with Address (if Student)
Class (if Student)
Address (if not Student)
କେଉଁ ଭାରତୀୟ ବୈଜ୍ଞାନିକଙ୍କୁ 'ଭାରତୀୟ ପରମାଣୁ କାର୍ଯ୍ୟକ୍ରମର ଜନକ' ବୋଲି କୁହାଯାଏ?
1 point
Captionless Image
Clear selection
କେଉଁ ଭାରତୀୟ ବୈଜ୍ଞାନିକଙ୍କୁ 'ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ' ବୋଲି କୁହାଯାଏ?
1 point
Captionless Image
Clear selection
ସେ ଏକମାତ୍ର ଭାରତୀୟ ବୈଜ୍ଞାନିକ ଯେ ଗୋଟିଏ ଧୂମକେତୁ ଆବିଷ୍କାର କରିଥିଲେ I  ଦେଶରେ ଅନେକ ପର୍ଯ୍ୟବେକ୍ଷଣାଗାର ପ୍ରତିଷ୍ଠା  ତଥା ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେତୁ ତା’ଙ୍କୁ  'ଭାରତୀୟ ଆଧୁନିକ ଜ୍ୟୋତିର୍ବିଜ୍ଞାନ କାର୍ଯ୍ୟକ୍ରମର ଜନକ' ବୋଲି କୁହାଯାଏ I ତା’ଙ୍କର ନାମ କ’ଣ?
1 point
Captionless Image
Clear selection
କେଉଁ ଭାରତୀୟ ବୈଜ୍ଞାନିକଙ୍କୁ 'ସବୁଜ ବିପ୍ଳବର  ଜନକ' ବୋଲି କୁହାଯାଏ?
1 point
Captionless Image
Clear selection
କେଉଁ ଭାରତୀୟ ବୈଜ୍ଞାନିକଙ୍କୁ ଦେଶରେ  ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ହେତୁ ଭାରତୀୟ ଦୁଗ୍ଧ ଉତ୍ପାଦନ କାର୍ଯ୍ୟକ୍ରମ କିମ୍ବା 'ଶ୍ୱେତ ବିପ୍ଳବର ଜନକ' ବୋଲି କୁହାଯାଏ?
1 point
Captionless Image
Clear selection
କେଉଁ  ବୈଜ୍ଞାନିକଙ୍କୁ  'ଭାରତୀୟ ରାସାୟନିକ ବିଜ୍ଞାନର (Chemical Sciences)  ଜନକ'  ବୋଲି କୁହାଯାଏ?
1 point
Captionless Image
Clear selection
କେଉଁ ଭାରତୀୟ ଚିକିତ୍ସକଙ୍କୁ 'ଶଲ୍ୟ ଚିକିତ୍ସା (Surgery) ର ଜନକ'  ବୋଲି କୁହାଯାଏ?
1 point
Captionless Image
Clear selection
କେଉଁ ଭାରତୀୟ ଗଣିତଜ୍ଞ କୌଣସି ସମକୋଣୀ ତ୍ରିଭୁଜର ତିନିବାହୁ ମଧ୍ୟରେ ଥିବା ସମ୍ପର୍କ ଗ୍ରୀକ୍ ଗଣିତଜ୍ଞ ପିଥାଗୋରାସ୍ ଙ୍କ ପୂର୍ବରୁ ଆବିଷ୍କାର କରିଥିବାର ବିଶ୍ୱାସ କରାଯାଏ?
1 point
Captionless Image
Clear selection
କେଉଁ ଭାରତୀୟ ବୈଜ୍ଞାନିକ ଭାରତରେ ମିଳୁଥିବା ଉଦ୍ଭିଦମାନଙ୍କର ଜୀବାଶ୍ମ (Paleobotany) ଅଧ୍ୟୟନ କରି ସେମାନଙ୍କ ବିବର୍ତ୍ତନ ଓ କ୍ରମବିକାଶ ଉପରେ ଆଲୋକପାତ କରିଥିଲେ?
1 point
Captionless Image
Clear selection
କେଉଁ ଭାରତୀୟ ବୈଜ୍ଞାନିକଙ୍କୁ କୄତ୍ରିମ ଉପଗ୍ରହ ଉତକ୍ଷେପଣ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ହେତୁ 'ଭାରତର କୄତ୍ରିମ ଉପଗ୍ରହ ପୁରୁଷ (Satellite Man of India)' ବୋଲି କୁହାଯାଏ?
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy