ଜିଜ୍ଞାସା:  ଆଲୋକ
ଅଷ୍ଟମ ଶ୍ରେଣୀ ଏନ୍.ସି.ଆର୍.ଟି. ପାଠ୍ୟକ୍ରମ ଅନ୍ତର୍ଗତ ବିଷୟ   'ଆଲୋକ' ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍ କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score'  ବଟନ୍ କୁ କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email
Name
School with Address (if Student)
Class (if Student)
Address (if not Student)
ଦୁଇଟି ସମାନ୍ତର ଦର୍ପଣ ମଧ୍ୟରେ ଗୋଟିଏ ବସ୍ତୁକୁ ରଖିଲେ ସମୁଦାୟ କେତୋଟି ପ୍ରତିବିମ୍ବ ସୄଷ୍ଟି ହୁଏ?
1 point
Captionless Image
Clear selection
ଏକ ବୁଡାଜାହାଜରେ ଜଳପୄଷ୍ଠ ଉପରେ କୌଣସି ବସ୍ତୁକୁ ଦେଖିବା ପାଇଁ ବ୍ୟବହାର କରାଯାଉଥିବା ଆଲୋକୀୟ  ଉପକରଣର ନାମ କ’ଣ?
1 point
Captionless Image
Clear selection
ଏକ ସମତଳ ଦର୍ପଣରେ ସୄଷ୍ଟି ହେଉଥିବା ପ୍ରତିବିମ୍ବର ପ୍ରକୄତି କ’ଣ?
1 point
Captionless Image
Clear selection
ଏକ କାଲିଡୋସ୍କୋପ୍ ଯନ୍ତ୍ରରେ ସୄଷ୍ଟି ହେଉଥିବା ରଙ୍ଗବେରଙ୍ଗର ପ୍ରତିଛବିମାନ ଆଲୋକର କେଉଁ ଧର୍ମ ଉପରେ ପର୍ଯ୍ୟବେସିତ ?
1 point
Captionless Image
Clear selection
ଆମ ଚକ୍ଷୁ ମଧ୍ୟରେ ଥିବା ଏକ ରନ୍ଧ୍ର ବାହ୍ୟ ବସ୍ତୁର ଉଜ୍ଜ୍ୱଳତା ଅନୁସାରେ ସଙ୍କୁଚିତ କିମ୍ବା ପ୍ରସାରିତ ହୋଇ ଚକ୍ଷୁ ମଧ୍ୟରେ ପ୍ରବେଶ କରୁଥିବା ଆଲୋକର ପରିମାଣ ନିୟନ୍ତ୍ରଣ କରେ I ଏହି ଅଙ୍ଗର ନାମ କ’ଣ ?
1 point
Captionless Image
Clear selection
ଆମ ଚକ୍ଷୁର ମୁକୁରିକାରେ ଥିବା କେଉଁ ଆଲୋକ ସମ୍ବେଦୀ କୋଷ ଆମକୁ ସାଧାରଣତଃ ରଙ୍ଗୀନ ବସ୍ତୁର ରଙ୍ଗ ଦେଖିବାକୁ ସାହାଯ୍ୟ କରିଥାଏ?
1 point
Captionless Image
Clear selection
ଆମେ କୌଣସି ବସ୍ତୁକୁ ଦେଖିଲେ ବସ୍ତୁ ସମ୍ପର୍କରେ ଧାରଣା ଅମ ମସ୍ତିଷ୍କରେ କେତେ ସମୟ ପାଇଁ ରହିଯାଏ?
1 point
Captionless Image
Clear selection
ବୟସ୍କ ଲୋକମାନଙ୍କର ଚକ୍ଷୁ ଲେନସ୍ ରେ କେଉଁ ଦୋଷ ସୄଷ୍ଟି ହେଲେ ଦୄୄଷ୍ଟି ଅସ୍ପଷ୍ଟ ପାଲଟି ଯାଇ ବସ୍ତୁସବୁ କୁହୁଡିଆ (ମୋତିଆବିନ୍ଦୁ ରୋଗ) ଦେଖାଯାଏ ?
1 point
Captionless Image
Clear selection
ଏକ ସୁସ୍ଥ ଚକ୍ଷୁର ସ୍ପଷ୍ଟ ଦର୍ଶନ ନିମନ୍ତେ ସର୍ବନିମ୍ନ ଦୂରତା କେତେ?
1 point
Captionless Image
Clear selection
ନିମ୍ନୋକ୍ତ କେଉଁ ଉକ୍ତିଟି ଆଲୋକ ସମ୍ବନ୍ଧରେ ସତ୍ୟ?
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy