ଜିଜ୍ଞାସା କୁଇଜ୍:  ସୌରଜଗତ  (ଭାଗ-1)
ସୌରଜଗତର ପିଣ୍ଡ ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍କୁ କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email:
Name:
School ( If Student):
Class (If Student):
Address (If not Student):
ଅଧିକାଂଶ ଗ୍ରହର ଅକ୍ଷ ନିଜ କକ୍ଷତଳ ପ୍ରତି ଆନତ ଅବସ୍ଥାରେ ଥିଲାବେଳେ ଏହି ଗ୍ରହର ଅକ୍ଷ କିନ୍ତୁ କକ୍ଷତଳ ପ୍ରତି ସମାନ୍ତର ଭାବେ ରହି ସିଧା ସୂର୍ଯ୍ୟ ଆଡକୁ ମୁହେଁଇ ଥାଏ :
1 point
Captionless Image
Clear selection
କେଉଁ ଗ୍ରହର ହାରାହାରି ସାନ୍ଦ୍ରତା ଏତେ କମ୍ ଯେ ତା’କୁ ଏକ ବଡ ସମୁଦ୍ରରେ ଫିଙ୍ଗିଲେ  ତାହା ସୋଲ ଭଳି ଜଳରେ ଭାସି ପାରିବ?
1 point
Captionless Image
Clear selection
ନେପଚୁନ୍ ଗ୍ରହ କିଏ ଆବିଷ୍କାର କରିଥିଲେ?
1 point
Captionless Image
Clear selection
କେଉଁ ଜ୍ୟୋତିର୍ବିଜ୍ଞାନୀ ପ୍ରଥମେ ଶନି ଗ୍ରହର ବଳୟକୁ ସଠିକ  ରୂପେ ଚିହ୍ନଟ କରିଥିଲେ?
1 point
Captionless Image
Clear selection
ଦୀର୍ଘ ଆବର୍ତ୍ତୀକାଳ  ବିଶିଷ୍ଟ ଧୂମକେତୁଗୁଡିକ  ସାଧାରଣତଃ କେଉଁଠାରୁ ଜନ୍ମ ନେଇଥା’ନ୍ତି?
1 point
Captionless Image
Clear selection
କେଉଁ ଗ୍ରହଟି ନକ୍ଷତ୍ରରେ ପରିଣତ ହେବା ସ୍ଥିତିରୁ  ଅକସ୍ମାତ ଅଟକି ଯାଇଥିବାରୁ ଏକ ‘ବିଫଳ ତାରକା’ ନାମରେ ସାଧାରଣତଃ ପରିଚିତ?
1 point
Captionless Image
Clear selection
ଆମ ସୌରଜଗତର ସବୁଠାରୁ ଉତ୍ତପ୍ତ ଗ୍ରହ କିଏ?
1 point
Captionless Image
Clear selection
ଆମ ସୌରଜଗତର ସବୁଠାରୁ ବଡ ଚନ୍ଦ୍ରର ନାମ କ’ଣ?
1 point
Captionless Image
Clear selection
କେଉଁ ଗ୍ରହରେ ଆମ ସୌରଜଗତର ସବୁଠାରୁ ବଡ ଆଗ୍ନେୟଗିରି ଅବସ୍ଥିତ?
1 point
Captionless Image
Clear selection
ଆମ ସୌରଜଗତର ସବୁଠାରୁ ବଡ ଗ୍ରହାଣୁର ନାମ କ’ଣ?
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy