ଜିଜ୍ଞାସା:  ବିଚିତ୍ର ବୄକ୍ଷ (ଭାଗ-1)
'ବିଚିତ୍ର ବୄକ୍ଷ'  ସମ୍ପର୍କରେ ନିଜର ଜ୍ଞାନ ପରୀକ୍ଷା କରନ୍ତୁ I ସଠିକ ଉତ୍ତରକୁ କ୍ଲିକ୍ କରନ୍ତୁ I ସମସ୍ତ ଉତ୍ତର ଦେଇ ସାରିବା ପରେ କୁଇଜକୁ ଜମା ଦେବା ପାଇଁ 'Submit' ବଟନ୍କୁ କ୍ଲିକ୍ କରନ୍ତୁ I ନିଜର ମୂଲ୍ୟାୟନ ତଥା ସଠିକ ଉତ୍ତର ଜାଣିବା ପାଇଁ  'View score' ବଟନ୍କୁ କ୍ଲିକ୍ କରନ୍ତୁ I
Sign in to Google to save your progress. Learn more
Email (ନିଜର ଇ-ମେଲ୍ ସଠିକ ରୂପେ ଲେଖନ୍ତୁ)
 Name
School with Address (if Student)
Class (if Student)
Address (if not Student)
ବିଶ୍ୱର  ବୄହତ୍ତମ ବୄକ୍ଷର ନାମ କ’ଣ?
1 point
Captionless Image
Clear selection
ଭାରତର ସବୁଠାରୁ ବଡ ବରଗଛ କେଉଁଠାରେ ଅବସ୍ଥିତ?
1 point
Captionless Image
Clear selection
ଓଡିଶାର ରାଜ୍ୟ ବୄକ୍ଷର ନାମ କ’ଣ?
1 point
Captionless Image
Clear selection
ନିମ୍ନୋକ୍ତ କେଉଁଟି ଏକ ମାଂସାଶୀ ଉଦ୍ଭିଦ୍ଦ (ଅର୍ଥାତ ଏହା କୀଟପତଙ୍ଗ  ଖାଏ) ?
1 point
Captionless Image
Clear selection
ଏହା ଏକ ଜଳଜ ଉଦ୍ଭିଦ I ଏହାର ପତ୍ର ଆକାରରେ ସବୁଠାରୁ ବଡ I ଏହି ଉଦ୍ଭିଦକୁ ଚିହ୍ନ:
1 point
Captionless Image
Clear selection
ଏହି ଗଛ ବାୟୁମଣ୍ଡଳୀୟ ନାଇଟ୍ରୋଜେନ୍ କୁ ସିଧାସଳଖ ପ୍ରୋଟିନରେ ପରିଣତ କରିପାରୁ ଥିବାରୁ ଏହା ଚର୍ବି ମୁକ୍ତ ଉଦ୍ଭିଜ ପ୍ରୋଟିନର ଏକ ଭଲ ଉତ୍ସ I ଏହାର ମଂଜିରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ନିମନ୍ତେ ବଡି, ତୈଳ, ସସ୍, କ୍ଷୀର ଇତ୍ୟାଦି ପ୍ରସ୍ତୁତ ହୁଏ I ଏହି ଗଛକୁ ଚିହ୍ନ:
1 point
Captionless Image
Clear selection
ଏବେ କେଉଁ ଗଛର ପତ୍ରକୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୄଦ୍ଧିକରି କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ  ବହୁଳ ବ୍ୟବହାର କରାଯାଉଛି ?
1 point
Captionless Image
Clear selection
ସବୁଠାରୁ ଉଚ୍ଚା ଘାସ ଜାତୀୟ ଗଛର ନାମ କ’ଣ?
1 point
Captionless Image
Clear selection
ସବୁଠାରୁ ବଡ ଫୁଲର ନାମ କ’ଣ?
1 point
Captionless Image
Clear selection
କପଡା ପ୍ରସ୍ତୁତିରେ   ସୂତା ରୂପେ  କଞ୍ଚାମାଲ ପାଇଁ ବ୍ୟବହୄତ ହେଉଥିବା ତନ୍ତୁ 'ତୁଳା' କପା ଗଛ (Cotton Tree) ର କେଉଁ ଅଂଶରୁ ପ୍ରସ୍ତୁତ ହୁଏ?
1 point
Captionless Image
Clear selection
ମରୁ ଉଦ୍ଭିଦ  କାକଟସ୍ ର କଣ୍ଟା (Spine)  ପ୍ରକୄତରେ ଏହାର ପରିବର୍ତ୍ତିତ:
1 point
Captionless Image
Clear selection
Submit
Clear form
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service - Privacy Policy